କୃଷି
ବରଗଡ଼ ଜିଲ୍ଲାର କୃଷି
ବରଗଡ଼ ଜିଲ୍ଲା ରେ ଦୁଇ ଟି ଉପ ବିଭାଜନ , ୪ ଟି କୃଷି ଜିଲ୍ଲା , ୧୨ ତହସିଲ ଏବଂ ୧୨ ଟି ବ୍ଲକ ଅଛି . କୃଷି ଜଳବାୟୁ କ୍ଷେତ୍ର – ପଶ୍ଚିମୀ କେନ୍ଦ୍ରୀୟ ତାଲିକା ଜମି ୫ ଭାଗରେ ବିଭକ୍ତ କରାଯାଇଛି କୃଷି ସମ୍ବନ୍ଧୀୟ ଅବସ୍ଥା ରେ ଯାହା ବରଗଡ଼ ଜିଲ୍ଲା ରେ ଆସୁଛି. ଗ୍ରୀଷ୍ମ ଋତୁ ରେ ବହୁତ ଖରା ଏବଂ ଶୁଷ୍କ ହୋଇଥାଏ ଯାହା ଫଳରେ ଯେତେବେଳେ ମୌସୁମୀ ବାୟୁ ଆସେ ସେହି ସମୟରେ ଶିତ ଲାଗେ . ତାପମାତ୍ରା ୧୦୦ ସି ରୁ ୪୮୦ ସି ଭିତରେ ବଦଲୁ ଥାଏ. ଜିଲ୍ଲା କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ରୁ ବର୍ଷ ମିଳି ଥାଏ . ଜିଲ୍ଲା ରେ ୧ ବର୍ଷ ରେ ୧୩୬୭ଏମଏମ ବର୍ଷ ହୋଇଛି କିନ୍ତୁ ବର୍ଷା ସବୁ ଅଞ୍ଚଳ ରେ ହୋଏ ପାରେ ନାହି . ସବୁ ଅଞ୍ଚଳରେ ବର୍ଷା ନ ହେବା ଯୋଗୁଁ ଉପ ବିଭାଜନ ପଦମପୁର ଏବଂ ଉପ ବିଭାଜନ ବରଗଡ଼ ର ଭଟଲି ଏବଂ ଆମ୍ବାଭୋନା ବ୍ଲକ ରେ ଚାଷ କରିବାରେ ବାଧା ହୋଏ ଥାଏ |
ଉଦ୍ଦେଶ୍ୟ:
ବରଗଡ଼ କୃଷି ବିଭାଗ କିଛି ବର୍ଷ ରେ ବହୁତ ସୁନ୍ଦର ପ୍ରଗତି କରିଛି ଏବଂ ଉତ୍ପାଦନ ଏବଂ ଉତ୍ପାଦନ ଶକ୍ତି ରେ ବି ଉଲ୍ଲେଖନୀୟ ବୃଦ୍ଧି ହୋଇଛି . ଯାହା ଧାନ ,ଆଖୁ ,ବାଦାମ ଏବଂ ସବୁଜ ପନିପରିବା ରେ ସୀମିତ ଅଛି .ବର୍ତମାନ ଅଭିମୁଖୀ ପ୍ରସାରଣ କୁ ବଜାରରେ କମ ମୂଲ୍ୟରେ ପ୍ରସାରଣ କରିବା ପାଇଁ ଲକ୍ଷ୍ୟ କରା ଯାଉଛି . ଡାଲି , ତେଲ ର ମଞ୍ଜି , ମକା ଏହି ଫସଲ ବୃଦ୍ଧି ଉପରେ ବେଶି ଧ୍ୟାନ ଦିଆ ଯାଉଛି.
ସଂଗଠନ ପ୍ରଣାଳୀ
- କୃଷି ପ୍ରତିନିଧି ନିର୍ଦ୍ଧେଶକ – ୧
- ଜିଲ୍ଲା କୃଷି ଅଫିସର – ୪
- ଉଦେଶ୍ୟ ବିଶେଷ୍ଜ୍ଞ – ୮
- କୃଷି ସହାୟତା ଅଫିସର (ଫାର୍ମ & ଅଫିସ ) – ୨୯
- ଆଖୁ ଉନ୍ନୟନ ଅଫିସର – ୧
- ଭି.ଏ.ଡବ୍ଲୁ ସର୍କଲ – ୫୦
- ଭି.ଏ.ଡବ୍ଲୁ– ୧୯୨
- ମିନିଷ୍ଟରିଆଲ ସ୍ଟାଫ (ଗ୍ରୁପ – ସି& ଡି) – ୫୮
ଜିଲ୍ଲା ର କୃଷି ସମ୍ବନ୍ଧୀୟ ରୂପରେଖ:
- ଭୌଗୋଳିକ କ୍ଷେତ୍ରଫଳ– ୫,୮୩,୨୦୦
- ଜଙ୍ଗଲ କ୍ଷେତ୍ରଫଳ-୭୧,୩୦୨
- ମିଶ୍ରିତ କୃଷିଜାତ ବୃକ୍ଷ ଉପବନ –୪,୫୭୦
- ଚିରସ୍ଥାୟୀ ତୃଣଭୂମି ଏବଂ ଗୋଚର ଭୂମି – ୨୦,୧୬୩
- ଶସ୍ୟ ଉତ୍ପାଦନ ଅପଚୟ ଭୂମି –୧୫,୩୯୨
- ନିଦ୍ଧିଷ୍ଟ ଅପଚୟ କୃଷି ଭୂମି –୨୪,୧୯୭
- ବନ୍ଧ୍ୟା ଏବଂ ଅନାବାଦୀ ଅପଚୟ ଭୂମି – ୨୦,୩୦୦
- ଅନ୍ୟ ଅନାବାଦୀ– ୬,୧୦୫
- ଶସ୍ୟ ଉତ୍ପାଦନ ଭୂମି – ୩,୪୮,୭୪୭
- ଉଚ୍ଚ ଭୂମି– ୧,୮୩,୩୧୮ (୫୩%)
- ମାଧ୍ୟମ ଭୂମି – ୮୯୩୯୫ (୨୬%)
- ନିମ୍ନ ଭୂମି– ୭୬,୦୩୪ (୨୧%)
- ଧାନ କ୍ଷେତ୍ର – ୧,୯୯,୭୫୦
- ଉଚ୍ଚ ଭୂମି– ୩୭,୪୯୬ (୧୯%)
- ମାଧ୍ୟମ ଭୂମି– ୮୬,୨୨୦ (୪୩%))
- ନିମ୍ନ ଭୂମି– ୭୬,୦୩୪ (୩୮%)
- ଜଳସେଚନ କ୍ଷେତ୍ର :
- ଜଳସେଚନ କ୍ଷେତ୍ର (ଖରିଫ )– ୧୫୩୯୨୦ (୪୪%)
- ଜଳସେଚନ କ୍ଷେତ୍ର (ରବି )– ୯୫,୬୪୦ (୨୭%)
- ଜଳସେଚନ ନ ଥିବା କ୍ଷେତ୍ର– ୨,୦୩,୨୩୩ (୫୮%)
- କୃଷିକ୍ଷେତ୍ର କୁଟୁମ୍ବ(ସଂଖ୍ୟାରେ)–୧,୯୪,୮୨୭
- କ୍ଷୁଦ୍ର କୃଷକ– ୭୩,୮୧୯ (୩୬%)
- ଧାରୀୟ କୃଷକ– ୭୬,୬୩୯ (୩୮%)
- ବୃହତ କୃଷକ – ୫୩,୦୯୨ (୨୬%)
- କୃଷିସମ୍ବନ୍ଧୀୟ ମଜୁରିଆ ସଂଖ୍ୟାରେ)–୨,୪୭,୦୨୨
ମୁଖ୍ୟ କାର୍ଯ୍ୟଳୟ ଏବଂ ଠିକଣା
ସ୍ଥାନ/ଡାକ/ଜିଲ୍ଲା: ବରଗଡ଼ , ପିନ – ୭୬୮୦୨୮, ଓଡିଶା , ଭାରତ
ଫୋନ .: ୦୬୬୪୬–୨୩୦୪୫୪
ଇମେଲ : ddabargarh[dot]dag@nic[dot]in