ବନ୍ଦ କରନ୍ତୁ

ଜନସାଂଖିକ

ପ୍ରଶାସନ ସମ୍ବନ୍ଧୀୟ ବ୍ୟବସ୍ଥା :

ଭୌଗଳିକ ଏବଂ ଜନସଂଖ୍ୟା ସୂଚନା ବରଗଡ଼
ନାମ ମୁଲ୍ୟ ଶତକଡ଼ା%
ଭୌଗଳିକ ସ୍ଥାନ : ୫୮୩୭.୦୦ ବର୍ଗ.କିମି
ଜଙ୍ଗଲ ଜମି : ୨୬୯.୩୩ ବର୍ଗ.କିମି ୪.୬୧ %
ଜନସଂଖ୍ୟା ( ୨୦୧୧ ଜନଗଣନା ) ୧,୪୮୧,୨୫୫
ପୁରୁଷ ଜନସଂଖ୍ୟା: ୭୪୯,୧୬୧ ୫୦.୫୮%
ମହିଳା ଜନସଂଖ୍ୟା : ୭୩୨,୦୯୪ ୪୯.୪୨%
ଗ୍ରାମ୍ୟ ଜନସଂଖ୍ୟା: ୧,୩୩୧,୧୪୫ ୮୯.୮୭ %
ନଗରୀ ଜନସଂଖ୍ୟା: ୧୫୦,୧୧୦ ୧୦.୧୩ %
ଅନୁସୂଚିତ ଜାତି : ୨୯୮,୭୮୦ ୨୦.୧୭%
 ଅନୁସୂଚିତ ଜାତି ପୁରୁଷ :  ୧୫୦,୪୨୦  ୫୦.୩୪%
ଅନୁସୂଚିତ ଜାତି ମହିଳା : ୧୪୮,୩୬୦ ୪୯.୬୬ %
ଅନୁସୂଚିତ ଉପଜାତି : ୨୮୧,୧୩୫ ୧୮.୯୮%
ଅନୁସୂଚିତ ଉପଜାତି ପୁରୁଷ: ୧୪୦,୫୪୨ ୪୯.୯୯ %
ଅନୁସୂଚିତ ଉପଜାତି ମହିଳା : ୧୪୦,୫୯୩ ୫୦.୦୧ %
ସାକ୍ଷରତା (ମୋଟ ସାକ୍ଷର ) ୯୮୩,୭୮୩ ୬୬.୪୨ %
ସାକ୍ଷର ପୁରୁଷ : ୫୫୭,୨୧୭ ୫୬.୬୪ %
ସାକ୍ଷର ମହିଳା : ୪୨୬,୫୬୬ ୪୩.୩୬ %
ଜନସଂଖ୍ୟା ଘନତ୍ଵ: ୨୫୪ (ପିଛା ବର୍ଗ.କିମି)
ପ୍ରଶାସନ ସମ୍ବନ୍ଧୀୟ ବ୍ୟବସ୍ଥା ବରଗଡ଼
ନାମ ମୁଲ୍ୟ
ଉପ ବିଭାଜନ ସଂଖ୍ୟା :
ତହସିଲ ସଂଖ୍ୟା : ୧୨
ନଗରପାଳିକା /ନିଗମ ସଂଖ୍ୟା :
ବିଜ୍ଞାପିତ ଅଂଚଳ ପରିଷଦ ସଂଖ୍ୟା :
ବ୍ଲକ ସଂଖ୍ୟା : ୧୨
ପୁଲିସ ସ୍ଟେଶନ ସଂଖ୍ୟା : ୧୬
ଗ୍ରାମ ପଞ୍ଚାୟତ ସଂଖ୍ୟା : ୨୪୮
ଅଧିଷିତ ଗ୍ରାମ ସଂଖ୍ୟା : ୧୧୮୦
ଜନବିରଳ ଗ୍ରାମ ସଂଖ୍ୟା : ୨୭
ଗ୍ରାମ ସଂଖ୍ୟା : ୧୨୦୭