ବନ୍ଦ କରନ୍ତୁ

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ବରଗଡ

ଉଦ୍ଦେଶ୍ୟ

ବିଭିନ୍ନ ଗ୍ରାମର ଛୋଟ କାର୍ଯ୍ୟଲୟ କୁ କାର୍ଯ୍ୟଉନ୍ନତ ପାଈଁ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି ର ପ୍ରମୁଖ ଭୂମିକା ଅଛି . ଗ୍ରାମର ବିକାଶ ସଙ୍ଗେ ସଙ୍ଗେ ରାଜ୍ୟ ପ୍ରୟୋଜିତ ଯୋଜନା ରୁ ବିଭିନ୍ନ ଗ୍ରାମର ଛୋଟ କାର୍ଯ୍ୟଲୟ କୁ କାର୍ଯ୍ୟଉନ୍ନତ କରିବାରେ ସଫଳ ହୋଇ ଅଛି ।

ଲକ୍ଷ୍ୟ ଏବଂ ଦୃଶ୍ୟ

ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରୁ ଗ୍ରାମ ରେ ଗାଁ ର ଗରିବ ମାନଙ୍କର ଆର୍ଥିକ ସମସ୍ୟା ର ବିକାଶ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି ଆଗକୁ ଆସିଅଛି ।

ଇତିହାସ ଏବଂ ପୃଷ୍ଠଭୂମି

ବରଗଡ଼ ଜିଲ୍ଲା ୨୦ ଡିଗ୍ରୀ ୪୩’ ରୁ ୨୧ ଡିଗ୍ରୀ ୪୧’ ଉତ୍ତର ଅକ୍ଷାଂଶ ଏବଂ ୮୨ ଡିଗ୍ରୀ ୩୯’ ରୁ ୮୩ ଡିଗ୍ରୀ ୫୮ ‘ ପୂର୍ବ ଦ୍ରାଘିମା ର ମଝିରେ ଅଛି । ଏହା ପଶ୍ଚିମ ଓଡିଶା ର ଗୋଟିଏ ଜିଲ୍ଲା ଅଟେ ଏବଂ ୧ ଏପ୍ରିଲ ୧୯୯୩ ବର୍ଷରେ ଜିଲ୍ଲା ରୂପେ ଘୋଷିତ ହୋଇଥିଲା । ଏହି ଜିଲ୍ଲା ର ଉତ୍ତରରେ ଛତିଶଗଡ ରାଜ୍ୟ ଏବଂ ପୂର୍ବ ପଟେ ସମ୍ବଲପୁର ଜିଲ୍ଲା ଅବସ୍ଥିତ, ଦକ୍ଷୀଣରେ ବଲାଙ୍ଗିର ଜିଲ୍ଲା ଏବଂ ସୁବର୍ନପୁର ଜିଲ୍ଲା ଏବଂ ପଶ୍ଚିମରେ ନୂଆପଡା ଜିଲ୍ଲା ଅବସ୍ଥିତ । ନୂଆ ଜିଲ୍ଲା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି ଘୋଷିତ ହେବା ପରେ ସମାଜ ଉନ୍ନୟନ ଅନ୍ତତଃ ୧୯୬୦ ରେ ପଞ୍ଜୀକୃତ ନିକାୟ ନାମରେ ଗଠନ କର ଯାଇ ଥିଲା ଏବଂ ଆଏ.ଆର.ଡି.ପି, ଇ.ର.ର.ପି, ନ.ର.ଇ.ପି, ର.ଲ.ଇ.ଜି.ପି , ଟ.ର.ୱା.ଇ.ସ.ଇ.ମ, ଡି.ଡବ୍ଲୁ.ସି.ର.ଏ, ଇ.ଏ.ୱାଇ, ଯେ.ର.ୱାଇ, ଇ.ଏ.ସ, ଯେ.ଜି.ସ.ୱାଇ, ସ.ଜି.ର.ୱାଇ। ବରଗଡ଼ ଜିଲ୍ଲା ର ଏରିଆ ହେଉଛି ୫୮୩୭ ବର୍ଗ.କ୍ଷେତ୍ର  । ୨୦୦୧ ଜନଗଣନା ଅନୁସାରେ ବରଗଡ଼ ଜିଲ୍ଲାର ଜନସଂଖ୍ୟା ହେଉଛି ୧୩୪.୬ ମିଲିୟନ ଯାହା କି ପୁରୁଷ ହେଉଛନ୍ତି ୬୮.୧ ମିଲିୟନ ଏବଂ ମହିଳା ହେଉଛନ୍ତି ୬୬.୫ ମିଲିୟନ । ୧୨ ଟି ବ୍ଲକ ଏବଂ ୨୪୮ ଟି ଗ୍ରାମ ପଞ୍ଚାୟତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି ର ଅଧୀନରେ କାମ କରୁଅଛନ୍ତି ।

ଅଭିଯୋଗ ଶୁଣାନି

ସବୁ ସୋମବାର ଦିନ ଅଭିଯୋଗ ଶୁଣାନି ହୋଇଥାଏ,ଅଭିଯୋଗ ହେଲ୍ପଲାଇନ -୧୮୦୦୩୪୫୬୭୬୮(ଟୋଲ ଫ୍ରୀ)

ମୁଖ୍ୟ କାର୍ଯ୍ୟଳୟ ଏବଂ ଠିକଣା

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ବରଗଡ଼
ସ୍ଥାନ – ସୁବାଷ ନଗର,ପ୍ରାଇଭେଟ ବସ ସ୍ଟପ ପାଖରେ
ଡାକ/ଜିଲ୍ଲା.-ବରଗଡ଼,
ପିନ-୭୬୮୦୨୮,ଓଡିଶା,ଭାରତ
ଫୋନ : ୦୬୬୪୬-୨୩୪୪୯୯
ଏମେଲ :ori-dbargarh@gramsat[dot]nic[dot]in,drdabargarh@yahoo[dot]com