ବନ୍ଦ କରନ୍ତୁ

ନ୍ୟାୟାଳୟ

ବରଗଡ ଜିଲ୍ଲାର ଆଇନ ଓ କାନୁନ

ଉଦ୍ଦେଶ୍ୟ

  • ସରକାରଙ୍କ ବିରୁଧ୍ଵରେ ଲୋକ ମାନଙ୍କ ଦ୍ଵାରା ଦିଆଯାଇଥିବା ବେସାମରିକ ଓ ଅପରାଧ ର ଲିଖିତ ଅଭିଜୋଗକୁ ରଖି, ବରଗଡର ଜିଲ୍ଲାପାଳ ସେହି ମୋକଦ୍ଦମାକୁ ଲଢିବା ନିମନ୍ତେ ସରକାରୀ ଓକିଲଙ୍କୁ ନିଜୁକ୍ଟି ଦେବେ ।
  • ଜିଲ୍ଲାର ବିଭିନ୍ଣ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ରେ ଚାଲିଥିବା ବିଭିନ୍ଣ ମୋକଦ୍ଦମା ଗୁଡିକୁ ସଠିକ ଭାବରେ ପରିଚାଳିତ କରିବା ।

କ୍ରିୟାକଳାପ

  • ପୂଲିସ ସହ୍ୟାୟତାରେ ଜିଲ୍ଲାରେ ନିୟମ ଓ କାନୁନ କୁ ପରିଚାଳନା କରିବା ।
  • ଜନସାଧାରଣଙ୍କର ଅଭିଯୋଗକୁ ବୁଝିବା ଓ ଏହାକୁ କମ କରିବା ।

କର୍ତ୍ତବ୍ୟ ଓ ଦାୟିତ୍ଵ

  • ଜିଲ୍ଲାରେ ସରକାରୀ ଓକିଲଙ୍କୁ ନିଯୁକ୍ଟି ଦେବା ସହିତ ସେମାନଙ୍କୁ ମାସିକ ବେତନ ଓ ଅନ୍ୟାନ୍ଣ ସୁବିଧା ଦେବା
  • ଖଣିଜ ତେଲ ର ନିୟମ ଅନୁସାରେ ସରକାରୀ ଅନୁମତି ଓ ଏନ॰ଓ॰ସିଦେବା ଏବଂ ଏହାର ନବୀକରଣ କରିବା
  • ଚଳଚିତ୍ର ବିଦ୍ୟା ନିୟମ ଅନୁସାରେ ସରକାରୀ ଅନୁମତି ଦେବା ଏବଂ ଏହାର ନବୀକରଣ କରିବା ।
  • ଅସ୍ତ୍ରଶସ୍ତ୍ର ନିୟମ ଅନୁସାରେ ସରକାରୀ ଅନୁମତି ଦେବା ଏବଂ ଏହାର ନବୀକରଣ କରିବା ।
  • ବିସ୍ଫୋଟକ ନିୟମ ଅନୁସାରେ ସରକାରୀ ଅନୁମତି ଦେବା ଏବଂ ଏହାର ନବୀକରଣ କରିବା ।ସିଆରପିସି ଓ ଉପର ନିୟମକୁ ଛାଡି ଅପରାଧୀକୁ ଦଣ୍ଡ ଦେବା ଜିଲ୍ଲା ବିଚାରକଙ୍କ କର୍ତ୍ତବ୍ୟ ।
  • ଜନସାଧାରଣଙ୍କ କ୍ଷମତା ଅନୁସାରେ ଜିଲ୍ଲାରେ ଆଇନ ଓ କାନୁନ ଠିକ ରଖିବା ।ଜନସାଧାରଣଙ୍କ ଅଭିଯୋଗ ଓ ବିଭିନ୍ନ ନ୍ୟାୟଳୟ/ଲୋକପାଳ/ଏନ॰ଏଚ॰ଆର॰ସି/ଓ॰ଏଚ॰ଆର॰ସି/ମହିଳା କମିଶନ/ରାଜ୍ୟ କମିଶନର ସୂଚନା ବିଭାଗ ର ନିର୍ଦେଶ ଅନୁସାରେ କିଛି ତଥ୍ୟର ପ୍ରମାଣକୁ ଗୁରୁତ୍ଵ ଦିଆଯାଏ ।
  • କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ନିୟମ ଗୁଡିକୁ କାର୍ଯ ରେ ଲଗାଇବା ଓ ସର୍ବୋଚ୍ଚ ନ୍ୟାୟଳୟ/ଉଚ୍ଚ ନ୍ୟାୟଳୟ/ଲୋକପାଳ/ଏନ॰ଏଚ॰ସି/ଓ ॰ଏଚ॰ଆର॰ସି/ମହିଳା କମିଶନ/ରାଜ୍ୟ କମିଶନର ସୂଚନା ବିଭାଗ ଙ୍କ ଆଦେଶରପୂର୍ଣତ ଅନୁକରଣ ଇତ୍ୟାଦି ।

ନ୍ୟାୟଳୟ ମାନଙ୍କର ନାମ ଏବଂ ଠିକଣା

  • ଜିଲ୍ଲା ନ୍ୟାୟାଧୀଶଙ୍କ ନ୍ୟାୟାଳୟ , ବରଗଡ଼
  • ନାଗରିକ ନ୍ୟାୟାଧୀଶ ବରିଷ୍ଠ ବିଭାଗିୟଙ୍କ ନ୍ୟାୟାଳୟ,ବରଗଡ଼
  • ମୁଖ୍ୟ ବିଚାରଳୟ ସମ୍ବନ୍ଧୀୟ ଦଣ୍ଡାଧିକାରୀଙ୍କ ନ୍ୟାୟଳୟ , ବରଗଡ଼
  • ଉପ ବିଭାଜନ ବିଚାରଳୟ ସମ୍ବନ୍ଧୀୟ ଦଣ୍ଡାଧିକାରୀଙ୍କ ନ୍ୟାୟଳୟ – ନାଗରିକ ନ୍ୟାୟାଧୀଶ କନିଷ୍ଠ ବିଭାଜନ, ବରଗଡ଼
  • ଉପ ବିଭାଜନ ବିଚାରଳୟ ସମ୍ବନ୍ଧୀୟ ଦଣ୍ଡାଧିକାରୀଙ୍କ ନ୍ୟାୟଳୟ – ନାଗରିକ ନ୍ୟାୟାଧୀଶ କନିଷ୍ଠ ବିଭାଜନ, ପଦମପୁର
  • ବିଚାରଳୟ ସମ୍ବନ୍ଧୀୟ ଦଣ୍ଡାଧିକାରୀ ପ୍ରଥମ ବିଭାଗଙ୍କ ନ୍ୟାୟାଳୟ , ବରଗଡ଼
  • ବିଚାରଳୟ ସମ୍ବନ୍ଧୀୟ ଦଣ୍ଡାଧିକାରୀ ପ୍ରଥମ ବିଭାଗଙ୍କ ନ୍ୟାୟାଳୟ , ବରପାଲି
  • ବିଚାରଳୟ ସମ୍ବନ୍ଧୀୟ ଦଣ୍ଡାଧିକାରୀ ପ୍ରଥମ ବିଭାଗଙ୍କ ନ୍ୟାୟାଳୟ, ସୋହେଲା
  • ନ୍ୟାୟାଧୀଶଙ୍କ ନ୍ୟାୟାଳୟ,ଗ୍ରାମ ନ୍ୟାୟାଳୟ ,ଅତାବିରା