ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ବରଗଡ଼ ଜିଲ୍ଲା ର ସ୍ୱାସ୍ଥ୍ୟ

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ
କ୍ରମାଙ୍କ. ଅଧିକାରୀ
ଏଡିମଅ(ଏଫ ୱ),
ଏଡିମଅ (ସାର୍ବଜନୀନ ସ୍ୱାସ୍ଥ୍ୟ)
ଏଡିମଅ (ମେଡିକାଲ)
ଜିଲ୍ଲା ଟିବି ଅଧିକାରୀ
ଡିମଅ (ଜିଲ୍ଲା ମାଲେରିଆ ଅଧିକାରୀ)
ଡିଏଲଅ (ଜିଲ୍ଲା ଲେପରୋଷୀ ଅଧିକାରୀ)
ଜିଲ୍ଲା ସ୍ତରୀୟ ଏନ ଆର ଏଚ ଏମ ଅଧିକାରୀ
କ୍ରମାଙ୍କ. ଅଧିକାରୀ
ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ
ଜିଲ୍ଲା ଖାତା ପ୍ରବନ୍ଧକ
ଜିଲ୍ଲା ଡାଟା ପ୍ରବନ୍ଧକ
ଉପ ପ୍ରବନ୍ଧକ, ଆର ସି ଏଚ
ଉପ ପ୍ରବନ୍ଧକ, ଆଶା
ଉପ ପ୍ରବନ୍ଧକ, ଜିକେ ଏସ
ଉପ ପ୍ରବନ୍ଧକ ଏବଂ ଜେଇଏସ

୨୦୧୧-୨୦୧୨ ର ଉପଲବଧି

  • ମୋଟ ନସବନ୍ଧୀ ସଂଖ୍ୟା- ଲକ୍ଷ୍ୟ ୫୮୯୮ ରୁ ୫୯୨୫. |
  • ସମ୍ପୂର୍ଣ ଟୀକାକରଣ– ୮୧%. |
  • ବର୍ଷ ୨୦୧୦-୧୧ ରେ ସଂସ୍ଥାଗତ ବିତରଣ ୧୭୬୩୨ ରୁ ଅଗ୍ରଣୀ ହୋଇକି ୨୦୧୧-୧୨ ରେ ୧୯୨୧୬ ହୋଇଅଛି। |
  • ସର୍ବୋମୋଟ ମୋବାଇଲ ସ୍ୱାସ୍ଥ୍ୟ ଇଉନିଟ (ଏମଏଚୟୁ)ସଞ୍ଚାଳନ-୫ |
  • ଜନନୀ ଏକ୍ସପ୍ରେସ ମାଧ୍ୟମ ରେ ମୋଟ ଗୋର୍ଭବତୀ ମହିଳା ଏବଂ ଅସୁସ୍ଥ ଙ୍କ ବ୍ୟବସ୍ଥା- ୧୨ |
  • ୧୨ ଟି ଏମ ଆଇ ଏମ ତଥା କ୍ଷେତ୍ର ସମନବ୍ୟାକ ମା ଏବଂ ଶିଶୁ ର ଚାଇଲ୍ଡ ଟ୍ରାକିଂ ସିସ୍ଟେମ(ଏମ ସିଟି ଏମ ) ରେ ଉଚିତ ପ୍ରବନ୍ଧନ ପାଇଁ ସମସ୍ତ ବ୍ଲକ ରେ ଏନଆରଏଚଏମ ଜରିଆରେ ଲଗା ଯାଇଅଛି ।
  • ୪୭ ଟି ଆୟୁଷ ଏମଓଏସ ଏବଂ ୦୫ ଟି ଭେଷଜଜ୍ଞ ଙ୍କ ଏନଆରଏଚଏମ ଜରିଆରେ ଲଗା ଯାଇଅଛି |
  • ୦୫ ଟି ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିର(ବିଜୁ ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିର –ବିଜିଏସଏସ ) ଗ୍ରାମସ୍ତର ରେ ଅୟଜୋନ କରାଯାଇ |
  • ୩୨ ଟି ଆବାସିକ ବିଦ୍ୟାଳୟ ର ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ସମ୍ପୂର୍ଣ କରାଯାଇ ଅଛି ୦୫ ଟି ଏମଏଚୟୁ ଏହି ସବୁଦିନ ଗୁଡିକରେ ନିଶ୍ଚିତ ସେବା ପାଇଁ ସ୍ୱାସ୍ଥ୍ୟ ସେବା ଗୁଡିକ ପୁରା କରିବାପାଇଁ କାର୍ଯ୍ୟ ରେ ଲାଗିଛନ୍ତି ।
  • ୭୬୫୦ ଟି କୁପୁଷ୍ଟି ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଅଛି । ଏବଂ ପାସ୍ତିକାର ଦିବସ ରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଅଛି I
  • ୨୨୧୬୨ ଟି ଗର୍ଭବତୀ ମହିଳାଙ୍କ ବିଏଚଏନଡି ସତ୍ରୋନ ଜରିଆରେ ଉପକୃତ ହୋଇଛନ୍ତି I

ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂସ୍ଥା

  • ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ- ୦୧
  • ଉପ ମଣ୍ଡଳ ଚିକିତ୍ସାଳୟ-୦୧
  • ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-୧୪
  • ଏକକ  ଡାକ୍ତର ପି.ଏଚ.ସି   (ପି.ଏଚ.ସି ନୂତନ)- ୪୮
  • ମୋଟ- ୬୪
ସ୍ୱାସ୍ଥ୍ୟ ଭିତ୍ତି ସଂରଚନା
ଅନୁଷ୍ଠାନ ସଂଖ୍ୟା
ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ର ସଂଖ୍ୟା ୦୧
ବ୍ଲକ ସଂଖ୍ୟା ୧୨
ଉପ ମଣ୍ଡଳ ଚିକିତ୍ସାଳୟ ର ସଂଖ୍ୟା ୦୧
ସି ଏଚ ସି ର ସଂଖ୍ୟା ୧୪
ପି ଏଚ ସି(ନୂଆ)( ଡକ୍ଟର ଗୋଟିଏ) ୪୮
ମୋବାଇଲ ସ୍ୱାସ୍ଥ୍ୟ ଗୋଷ୍ଠୀ ର ସଂଖ୍ୟା ୦୫
ଉପ କେନ୍ଦ୍ର ର ସଂଖ୍ୟା ୨୦୪
ହାସପିଟାଲ ରେ ଉପଲବ୍ଧ ଶଯ୍ୟା ର ସଂଖ୍ୟା ୩୧୪
ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତି ସଂରଚନା
ଅନୁଷ୍ଠାନ ସଂଖ୍ୟା
ପ୍ରଶିକ୍ଷଣ କେନ୍ଦ୍ର ୦୦
ଜି ଏନ ଏମ ପ୍ରଶିକ୍ଷଣ ବିଦ୍ୟାଳୟ ୦୦
ଏ ଏନ ଏମ ପ୍ରଶିକ୍ଷଣ ବିଦ୍ୟାଳୟ ୦୦
ଏମ ପି ଏଚ ଡବ୍ଲୁ (ଛାତ୍ର) ପ୍ରଶିକ୍ଷଣ ୦୦
ପୋଷ୍ଟପରଟମ ପ୍ରଶିକ୍ଷଣ ୦୪
ଉପ କେନ୍ଦ୍ର ୨୦୪
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରଶିକ୍ଷଣ କେନ୍ଦ୍ର ୦୦
ଅଙ୍ଗନୱାଡି କେନ୍ଦ୍ର (ଏ ଡବ୍ଲୁ ସି) ୧୪୭୪
ଏଲ ୧ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା ୪୭
ଏଲ ୨ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା ୧୫
ଏଲ ୩ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା ୦୫
ଜିଲ୍ଲା ରେ ଆଶା ର ସଂଖ୍ୟା ୧୪୬୦
ଜିଲ୍ଲା ରେ ଜି କେ ଏସ ର ସଂଖ୍ୟା ୧୧୩୬
ଏମସିଏଚ ସୁବିଧା
ଅନୁଷ୍ଠାନ ସଂଖ୍ୟା
ପ୍ରସବ ର ଆୟଜୋନ ସୁବିଧା କରିବା ପାଇଁ ମୋଟ ସଂଖ୍ୟା ୪୨
ଏଫରଈଊ ଏସ ୦୫
ଉପକେନ୍ଦ୍ର ଡେଲିଭେରୀ ଆୟଜୋନ ୨୧
ବେସରକାରୀ ଚିକିତ୍ସାଳୟ/ ସେବା ବସସ୍ଥାନ ୨୨
ଏସ ଏନ ସି ୟୁ ଏସ (ପ୍ରକୀୟାଧୀନ) ୦୧
ନବଜାତ ସ୍ଥିରୀକରଣ ୟୁନିଟ ୦୩
ନବଜାତ କର୍ନର ୩୯

ଜିଲ୍ଲା ରେ କାଯ୍ୟକ୍ରମ ଅଧିକାରୀଙ୍କ ଦାୟିତ୍ଵ
ଅନୁଷ୍ଠାନ ଅଧିକାରୀ ଦାୟିତ୍ଵ
ସିଡିଏମଓ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଜିଲ୍ଲା ସମୂହ ର ସ୍ୱାସ୍ଥ୍ୟ ଅବସ୍ଥା ,ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂସ୍ଥା,କାର୍ଯ୍ୟକ୍ରମ ନିଷ୍ପତି ଗୁଡିକର ଦାୟିତ୍ଵ ନିର୍ବାହ କରିବା ।
ଏଡିଏମଓ ଉପ ମଣ୍ଡଳ ଚିକିତ୍ସା ଅଧିକାରୀ ଉପ ବିଭାଗୀୟ ଚିକିତ୍ସାଳୟ ର କାର୍ଯ୍ୟନିର୍ବାହୀ କରିବା ଏବଂ କାର୍ଯ୍ୟକ୍ରମ ଗୁଡିକର କ୍ରିୟାକଳାପ କରିବା ।
ଏଡିଏମଓ (ମେଡିକାଲ ) ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ର ପ୍ରବନ୍ଧନ ଏବଂ କାର୍ଯ୍ୟକ୍ରମ ଗୁଡିକର କ୍ରିୟାକଳାପ କରିବା।
ଏମଓ ଆଇ/ସି ଚିକିତ୍ସା ଅଧିକାରୀ ଙ୍କ ଦାୟିତ୍ଵ ସମସ୍ତ ବ୍ଲକ ମାନଙ୍କ ରେ ଥିବା ପିଏଚସି/ସିଏଚସି / ପିଏଚସି(ଏନ) ର ଦାୟିତ୍ଵ, ରୋଗନିବାକର ସେବା,କାର୍ଯ୍ୟକ୍ରମ ନିଷ୍ପତି, ଉପ-କେନ୍ଦ୍ର ଗତିବିଧି, ଇତ୍ୟାଦି ।
ଏଡିଏମଓ (ପିଏଚ ) ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀ ସାର୍ବଜନିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା।
ଡିଏମଓ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଜିଲ୍ଲା ରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା।
ଏଡିଏମଓ(ଏଫଡବ୍ଲୁ) ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀ ଆରସିଏଚ କାର୍ଯ୍ୟକ୍ରମ,ଟୀକାକରଣ କାର୍ଯ୍ୟକ୍ରମ ଏବଂ ପରିବାର ନିୟଜୋନ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା ।
ଡିଟିଓ ଜିଲ୍ଲା ଯକ୍ଷ୍ମା ରୋଗ ଅଧିକାରୀ ଯକ୍ଷ୍ମା ରୋଗ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା ।
ଡିପିଏମ(ଡିବିସିଏସ) ରାଷ୍ଟ୍ରୀୟ ଅନ୍ଧାପଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ଧାପଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା ।

ମୁଖ୍ୟ କାର୍ଯାଳୟର ଠିକଣା

ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ
ସ୍ଥାନ/ପୋଷ୍ଟ..- ବରଗଡ଼, ଜିଲ୍ଲl-ବରଗଡ଼, ପିନ– ୭୬୮୦୨୮, ଓଡିଶା, ଭାରତ
ଦୁରଭାଷ ୦୬୬୪୬-୨୩୧୭୬୩0
ଇ-ମେଲ:dpmu@gmail[dot]com,cdmobargarh@gmail[dot]com