ଅର୍ଜୁଣ୍ଡା ର ଦେବୀ ପଥରାସିନୀ

ଅର୍ଜୁଣ୍ଡା ଗୋଟିଆ ଗାଁ ଯାହା ମହାନଦୀ ତଟରେ ଓ ବରପାହାଡ ବଣ ସୀମାର ଉତ୍ତରରେ ଅବସ୍ଥିତ ।ଏହା ବରଗଡ଼ ର ଅମ୍ବାଭୋନା ବ୍ଲକ ରେ ଅଛି । ଜଙ୍ଗଲରେ ଘେରା, ବାଣିଝରିଆ ଝରଣା ଓ କେଦାରନାଥ ଝରଣା  ମଝିରେ ଏହା ଉପସ୍ଥିତ । ଏଠିକାର ମନ୍ଦିରରେ ଦେବୀ ପଥରାସିନୀ ପୂଜା ପାଆନ୍ତି । ଚନ୍ଦ୍ରପୁର ର  ଦେବୀ ଚନ୍ଦ୍ରସିନୀ, ପଦମପୁର ର ଦେବୀ ପଦ୍ମାସିନୀ ଓ ଅର୍ଜୁଣ୍ଡା  ର ଦେବୀ ପଥରାସିନୀ ହେଉଛନ୍ତି  ତିନି ଭଉଣୀ । ଏହା ହେଉଛି ପ୍ରସିଦ୍ଧ ବୁଲିବା ଜାଗା ।

ଫଟୋ ଗ୍ୟାଲେରୀ

  • ଅର୍ଜୁଣ୍ଡା ର ଦେବୀ ପଥରାସିନୀ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା

ରେଳଗାଡ଼ିରେ

ନିକଟସ୍ଥ ରେଳଷ୍ଟେସନ ହେଉଛି ବରଗଡ଼ ରୋଡ।

ସଡ଼କ ପଥରେ

ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।