ଗଣିଆପଳି ରବୌଦ୍ଧ ବିହାର

ଐତିହାସିକ ରୂପରେ ପ୍ରସିଦ୍ଧ ଗାଁ ଗଣିଆପଳି ଜିଲ୍ଲାର ଗଇସିଲଟ ବ୍ଲକ ରେ ଅଛି ଯାହା ମୁଖ୍ୟ କାର୍ଯ୍ୟଳୟ ଠାରୁ ୭୫ କି.ମି. ଦୂର ।ଇତିହାସକରି ମାନଙ୍କ ମଣିବା ଅନୁସାରେ ଏହା ଅତୀତରେ ବୌଦ୍ଧଙ୍କ ସ୍ଥାନ ଥିଲା ।ଏଠାରେ ଗୋଟିଏ ଦୁର୍ଲଭ  ପଦ୍ମଫୁଳରେ ବସିବା ସହିତ ବେକରେ ସାପ ଧରିଥିବା ବୌଦ୍ଧ  ପ୍ରତିମା ଥିଲା ଯାହା ୨୦୦୭ ରେ ଚୋରୀ  ହୋଇଥିଲା ଆଉ  ଏ ପର୍ଯ୍ୟନ୍ତ ସେ ବିଷୟ ରେ କିଛି ଜଣା ପଡି ନାହିଁ ।

ଫଟୋ ଗ୍ୟାଲେରୀ

  • ଗଣିଆପଳି ମନ୍ଦିର ରେ ମୂର୍ତ୍ତି test
  • ଗଣିଆପଳି ମନ୍ଦିର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା

ରେଳଗାଡ଼ିରେ

ନିକଟସ୍ଥ ରେଳଷ୍ଟେସନ ହେଉଛି ବରଗଡ଼ ରୋଡ।

ସଡ଼କ ପଥରେ

ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।