ବନ୍ଦ କରନ୍ତୁ

ବସେଇକେଲା ଗଡ

ବସେଇକେଲା ଗଡ ଭେଡେନ ବ୍ଲକ ରେ ଅବସ୍ଥିତ (ଭେଡେନ-ବରପାଲି ରାସ୍ତା ରେ ) । ବୀର ସୁରେନ୍ଦ୍ର ସାଇ ଙ୍କ ନିକଟ ସହଯୋଗୀ ଭେଡେନ ଜାମିନ୍ଦାର ରାଜା ମନୋହର ସିଂହ ଏହି ଜାଗାକୁ ପ୍ରତିରକ୍ଷାସାଧନ କରିଥିଲେ । ଏହା ଜୀରା ନଦୀ ତଟ ରେ ଥିବା ଯୋଗୁଁ ପ୍ରତି ବର୍ଷ ବହୁତ ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ଜାଗାର ପ୍ରାକୃଥିକ ସୌନ୍ଦର୍ଜ୍ୟ ପରିଦର୍ଶକଙ୍କୁ ମୋନମୁଗ୍ଧ କରି ଥାଏ । ଦୁର୍ଗର ଅତୀତ ଗୌରବ ଏବଂ ଜାମିନ୍ଦାରଙ୍କ ସଂଘର୍ଷ କୁ ସ୍ମରଣ କରାଯାଇଥାଏ ଏବଂ ଏହି ଜାଗାକୁ ଆହୁରି ମହତ୍ବପୂର୍ଣ କରିଥାଏ । ଏହି ସ୍ଥାନ ଘିତଘାଟି ପଥର ପାଇଁ ପ୍ରସିଦ୍ଧ ।

 

ଫଟୋ ଗ୍ୟାଲେରୀ

  • ବସେଇକେଲା ଗଡ ମନ୍ଦିର ଦୃଶ୍ୟ
  • ବସେଇକେଲା ଗଡ ମୁଖ୍ୟ ଦୃଶ୍ୟ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା

ରେଳଗାଡ଼ିରେ

ନିକଟସ୍ଥ ରେଳଷ୍ଟେସନ ହେଉଛି ବରଗଡ଼ ରୋଡ।

ସଡ଼କ ପଥରେ

ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।