ସଙ୍କ୍ରିଡା ର ବିନ୍ଧ୍ୟବାସିନୀ
ସଙ୍କ୍ରିଡା, ଜିଲ୍ଲାର ଭେଦେନ ବ୍ଲକ ର ଗୋଟିଆ ଗ୍ରାମ । ଏହା ମୁଖ୍ୟ କାର୍ଯ୍ୟଲୟ ଠାରୁ ୩୫ କି.ମି. ଦୂର । ବିନ୍ଧ୍ୟବାସିନୀ ପର୍ବତ ଶଙ୍କର ଗ୍ରାମ ପାଖରେ ଅଛି । ଏହି ପର୍ବତ ରା ନାମ ଅନୁସାରେ ଏଠାରେ ଦେବୀ ବିନ୍ଧ୍ୟବାସିନୀ ପୂଜା ପାଆନ୍ତି । ଏଠାରେ ଲୋକମାନଙ୍କ ଉପରେ ଦେବୀଙ୍କର ବହୁତ ଧାର୍ମିକ ପ୍ରଭାବ ପଡିଥାଏ । ଏହି ଜାଗାକୁ ଓଡିଶା ସରକାର ପର୍ଯ୍ୟଟନ ସ୍ଥଳୀ ହିସାବରେ ଗ୍ରହଣ କରିଛି ।
ଫଟୋ ଗ୍ୟାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା)
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ବରଗଡ଼ ରୋଡ।
ସଡ଼କ ପଥରେ
ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।